୧୫ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ

ସମ୍ବଲପୁର ଯୁଯୁମରାରୁ ୧୫ ଲକ୍ଷ ଟଙ୍କାର ଜାଲ୍ ନୋଟ୍ କ୍ରାଇମବ୍ରାଞ୍ଚ୍ ଜବତ କରିବା ସହ ୨ ଆନ୍ତଃରାଜ୍ୟ ମାଫିଆଙ୍କୁ ଗିରଫ କରିଥିବା ସୂଚନା l

ଏତେ ପରିମାଣର ଜାଲ୍ ନୋଟ୍ କେଉଁଠୁ ଆସୁଛି ଏନେଇ ଖୋଳତାଡ ଆରମ୍ଭ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes