୧୫ ତାରିଖ ପର୍ଯ୍ୟନ୍ତ ଲିଙ୍ଗରାଜ ମନ୍ଦିର ସିଂହଦ୍ଵାର ବନ୍ଦ

ଭୁବନେଶ୍ଵରସ୍ଥିତ ଲିଙ୍ଗରାଜ ମନ୍ଦିରର ସିଂହଦ୍ଵାର କାମ ଚାଲୁଥିବାରୁ ମନ୍ଦିର ବନ୍ଦ ରହିଛି।

ଉତ୍ତର ଦ୍ୱାର ଦେଇ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes