୯.୫ ଡିଗ୍ରୀ ସହ କୋରାପୁଟର ସିମିଳିଗୁଡ଼ା ସବୁଠୁ ଥଣ୍ଡା ସହର ଥିବାବେଳେ ଜି. ଉଦୟଗିରିରେ ୧୧, କୋରାପୁଟରେ ୧୧.୫, ଦାରିଙ୍ଗବାଡ଼ିରେ ୧୨ ଡିଗ୍ରୀ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ।
ଫୁଲବାଣୀରେ ୧୩.୫, ଭବାନୀପାଟଣାରେ ୧୪.୪, ଚିପିଲିମାରେ ୧୪.୬ ଡିଗ୍ରୀକୁ ପାରଦ ଖସିଛି।
Credible Local News of Odisha