୧୫ କୋଟି ଠକେଇ: ବିଲଡର୍ ସଂସ୍ଥାର ଅତିରିକ୍ତ ନିର୍ଦ୍ଦେଶକ ଗିରଫ

୧୫ କୋଟି ଠକେଇ ଅଭିଯୋଗରେ ମିଶ୍ର କ୍ରିଏସନ୍‌ର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ରଥ ଗିରଫ ହୋଇଛନ୍ତି।

୧୩୦ ଜଣଙ୍କ ଠାରୁ ୧୫ କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଜୈନିକ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଗିରଫ କଲା ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes