୧୫ରେ ପାଳନ ହେବ ମହାଶିବରାତ୍ରି; ରାତି ୧୦ଟାରେ ଉଠିବ ମହାଦୀପ

ଏ ନେଇ ସୂଚନା ଦେଲେ ଲିଙ୍ଗରାଜ ମନ୍ଦିର ସୁପରଭାଇଜର। ଯେଉଁ ଦିନ ଚତୁର୍ଦ୍ଦଶୀରେ ବେଢ଼ା ପରିକ୍ରମା ପଡ଼ିଥାଏ ସେହି ଦିନ ମହାଶିବରାତ୍ରି।ଫେବ୍ରୁଆରୀ ୧୫ ତାରିଖ ରାତି ସମୟରେ ଚତୁର୍ଦ୍ଦଶୀ ରହୁଛି ଓ ବେଢ଼ା ପଡୁଛି, ତେଣୁ ୧୫ରେ ମହାଶିବରାତ୍ରି ପାଳନ ହେବ ଓ ରାତି ୧୦ଟାରେ ମହାଦୀପ ଉଠିବ କହିଛନ୍ତି ସୁପରଭାଇଜର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes