୧୩୯୦ ବୋତଳ କୋରେକ୍ସ ଜବତ ସହ ଜଣେ ଗିରଫ

ଆଜି ବରଗଡ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ବଡମାଲ ଗାଁରେ ଚଢାଉ କରି ୧୩୯୦ ବୋତଳ କୋରେକ୍ସ ଜବତ କରି ଜଣକୁ ଗିରଫ କରିଛି ପୁଲିସ।

ଏସପି ରାହୁଲ ଜୈନଙ୍କ ନିର୍ଦ୍ଦେଶ କ୍ରମେ ଚଢାଉ ହୋଇଥିଲା। ଗିରଫ ଯୁଵକ ଜଣ ହେଲେ ବଡମାଲ ଗ୍ରାମର ସୂର୍ଯ୍ୟକାନ୍ତ ସାହୁ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes