୧୨ ଲିଟର ରନ୍ଧା ଦେଶୀ ମଦ ଜବତ, ଜଣେ ଗିରଫ

ଗତକାଲି ବିଳମ୍ବିତ ରାତ୍ରିରେ ସୋନପୁର ଜିଲ୍ଲା ରାମପୁର ବ୍ଲକ ପଣ୍ଡକିଟାଲ ଛକରୁ ୧୨ ଲିଟର ରନ୍ଧା ଦେଶୀ ମଦ ଜବତ ସହ ଜଣକୁ ଗିରଫ କରିଛି ପୁଲିସ।

ଏ ନେଇ ରାମପୁର ଥାନାରେ ମାମଲା ରୁଜୁ ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes