୧୨ ନୂଆ ଏନଏସି ପାଇଁ ପ୍ରକାଶ ପାଇଲା ଡ୍ରାଫ୍ଟ ନୋଟିସ୍‌

ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନୂଆ ୧୨ ସ୍ଥାନ ହେଲା; ପାଳଲହଡ଼ା, ବୀରମହାରାଜପୁର, ବାଙ୍ଗିରିପୋଷି, ବସ୍ତା, ବେତନଟୀ, ସିମୁଳିଆ, ଚିତ୍ରଡ଼ା, ବିଷମକଟକ, ବାମରା, ରେଙ୍ଗାଲି, ତିହିଡ଼ି, ଧୂଷୁରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes