୧୨ ଘଣ୍ଟିଆ ବେଲପଡ଼ା ବନ୍ଦ ପାଳନ

ଏନ୍ଏସି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବେଲପଡ଼ା ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ବେଲପଡ଼ାବାସୀଙ୍କ ପକ୍ଷରୁ ବନ୍ଦ ପାଳନ ଜାରି ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes