୧୨୩୭ ଗାଁରେ ମୋବାଇଲ୍ ଫୋନ୍ ବ୍ୟବହାର ହୋଇପାରୁନ ଥିବାବେଳେ କାମ କରୁନି ୯୪୪ ଟାୱାର। ଚଳିତ ବର୍ଷ ଜୁନ୍ ସୁଦ୍ଧା ନେଟ୍ୱର୍କ ପ୍ରଦାନ ପାଇଁ ଲକ୍ଷ୍ୟ ରହିଛି ନେଇ ଗୃହରେ IT ମନ୍ତ୍ରୀ ମୁକେଶ ମହାଲିଙ୍ଗ ଲିଖିତ ଉତ୍ତର ରଖିଛନ୍ତି।
Credible Local News of Odisha