୧୨ଟାରୁ ୩ଟା ଏସଆଇଆର ଫିଲ୍ଡ ୱାର୍କ ମନା

ହିଟ୍‌ ୱେଭ୍‌କୁ ଦେଖି SIR ପାଇଁ ସମୟସୂଚୀରେ ପରିବର୍ତ୍ତନ କରିଛନ୍ତି CEO। ୧୨ଟାରୁ ୩ଟା ପର୍ଯ୍ୟନ୍ତ ଫିଲ୍ଡ ଭିଜିଟ୍‌ ନ କରିବାକୁ ପରାମର୍ଶ ଦେଇଛନ୍ତି।

ସକାଳ ୬ରୁ ଦିନ ୧୧, ଅପରାହ୍ଣ ୪ରୁ ସନ୍ଧ୍ୟ ୭ଟା ପର୍ଯ୍ୟନ୍ତ ଫିଲ୍ଡ ୱାର୍କ କରିପାରିବେ। ଏନେଇ ସମସ୍ତ ଜିଲ୍ଲାପାଳ, BMC କମିଶନର ଓ DEOଙ୍କୁ ଚିଠି କରିଛନ୍ତି ସିଇଓ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes