୧୨ଘଣ୍ଟା ପରେ ଆଲୋଚନା ପରେ ଉଠିଲା ଆନ୍ଦୋଳନ

ଚମ୍ପୁଆ ଠାରେ ଅନୁମୋଦିତ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହେଉନଥିବାରୁ ଚମ୍ପୁଆ ବିକାଶ ପରିଷଦ ଦେଇଥିବା ୩ ଦିନିଆ ବନ୍ଦ ଡାକାରା ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଏନେଇ ଦୀର୍ଘ ସମୟ ଆଲୋଚନା କରିବା ସହ ଏହାର ସମାଧାନ ପାଇଁ ଏକ ମାସ ସମୟ ନେବା ପରେ ଆନ୍ଦୋଳନ ସ୍ଥଗିତ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes