୧୧ ଉପକୂଳ ଜିଲ୍ଲାରେ ବାତ୍ୟାର ପ୍ରଭାବ ରହିବ : ଆଇଏମଡି

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସ୍ଥଳଭାଗରେ ଲ୍ୟାଣ୍ଡଫଲ କରିବ ନାହିଁ ବୋଲି ଆକଳନ କରାଯାଇଥିଲେ ଏହା ପ୍ରଭାବରେ 11 ଉପକୂଳ ଜିଲ୍ଲାରେ ବର୍ଷା ଓ ଅଳ୍ପ ପବନ ହେବ ବୋଲି ପାଣିପାଗ ବିଭାଗ କହିଛି l

ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର ଆଦି ଜିଲ୍ଲାର କିଛି ସ୍ଥାନରେ 10 ରୁ 12 ତାରିଖ ମଧ୍ୟରେ ବର୍ଷା ହେବ ବୋଲି କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes