ବିପଜ୍ଜନକ ସ୍ଥିତିରେ ସ୍କୁଲ୍ କଲେଜ ଯାଉଛନ୍ତି ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିବା ୧୧୭୧ ବସ୍ରେ ନାହିଁ ଫିଟ୍ନେସ୍। ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ନେବା ଆଣିବାରେ ବ୍ୟବହାର ହେଉଛି ୪୦୪୫ ବସ୍। ଭୁବନେଶ୍ବରରେ ଗଡ଼ୁଥିବା ୧୭ଟି ବସ୍ର ନାହିଁ ଫିଟ୍ନେସ୍ ସାର୍ଟିଫିକେଟ୍।
Credible Local News of Odisha