୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କଲେ ବାଚସ୍ପତି

ବିଧାନସଭା ବଜେଟ୍‌ ଅଧିବେଶନର ଷଷ୍ଠ ଦିନରେ ପ୍ରଶ୍ନୋତ୍ତର କାଳ ଆରମ୍ଭରୁ ବିରୋଧୀ ହୋହଲ୍ଲା କରିଛନ୍ତି। ଗୃହରେ ବିରୋଧୀ ବିଧାୟକମାନେ ନାରାବାଜି କରିଛନ୍ତି। ଗୃହରେ ମାତ୍ର ୬ ମିନିଟ୍ ଚାଲିଲା ପ୍ରଶ୍ନୋତ୍ତର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes