ଲୋକସେବା ଭବନରେ ‘ଗରିମା’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସଫେଇ କର୍ମଚାରୀଙ୍କ ପାଇଁ ଏହି ବଡ଼ ଘୋଷଣା କରିଛନ୍ତି।
ସବୁ ସୁରକ୍ଷା ସତ୍ତ୍ବେ କର୍ମକ୍ଷେତ୍ରରେ ମୃତ୍ୟୁ ହେଲେ ପରିବାରକୁ ୩୦ ଲକ୍ଷ ମିଳିବ। ସମସ୍ତ ସଫେଇ କର୍ମଚାରୀଙ୍କୁ ସରକାର ମୋବାଇଲ୍ ଦେବେ ଏବଂ ସହରୀ ପିଏମ୍ ଆବାସ ଯୋଜନାରେ ସଫେଇ କର୍ମୀଙ୍କୁ ମିଳିବ ଛାତ ଘର।