କୋରାପୁଟ ଜିଲ୍ଲା ଜୟପୁର ଏନ୍ଏଚ୍ ୨୬ ସଦର ଥାନା ଉମୁରୀ ନିକଟରେ ଫାଙ୍କା ଗୁଳି ଚାଳନା କରି ଦୁର୍ବୃତ୍ତ ଫେରାର ହୋଇଯାଇଛି।
ଜେଲ୍ ଫେରନ୍ତା ଗଞ୍ଜେଇ ମାଫିଆ ଏହି କାଣ୍ଡ ଭିୟାଇଛି। ୨ଟି ଖୋକା ଜବତ କରିବା ସହ ଦୁର୍ବୃତ୍ତକୁ ଧରିବାକୁ ପୁଲିସ ଉଦ୍ୟମ ଆରମ୍ଭ କରିଛି।
Credible Local News of Odisha