ଫୁଲବାଣୀ ରିଜର୍ଭ ପୋଲିସ୍ ପଡ଼ିଆରେ ୧୦ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ନକ୍ସଲ ବିରୋଧୀ ଅପରେସନ ଏଡିଜି ସଞ୍ଜୀବ ପଣ୍ଡାଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି।
୧୦ ମାଓବାଦୀଙ୍କ ମଧ୍ୟରୁ ଜଣେ ସ୍ପେଶାଲ୍ ଜୋନାଲ କମିଟି ମେମ୍ବର ଏବଂ ଜଣେ ଡିଭିଜନାଲ କମିଟି ମେମ୍ବର ଓ ୨ ଜଣ ଏରିଆ କମିଟି ମେମ୍ବର ଅଛନ୍ତି।