ଲୋକସେବା ଭବନର ଅର୍ଥ ବିଭାଗର ୧୦ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ବାରମ୍ବାର ବଦଳି ପରେ ବି ପଦ ଛାଡ଼ୁ ନ ଥିବାରୁ ବିଭାଗ ପକ୍ଷରୁ ନୋଟିସ୍ ହୋଇଛି। ୭ ଦିନ ମଧ୍ୟରେ ବଦଳି ସ୍ଥାନରେ ଯୋଗ ନ ଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ କହିଛି ବିଭାଗ।
Credible Local News of Odisha