୧୦୮ ଆମ୍ବୁଲାନ୍ସ ବିକ୍ରୀକୁ ନେଇ ଟେଣ୍ତର ବିଜ୍ଞପ୍ତି

ସୋନପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପଡିରହିଥିବା ଇ.ଏମ.ଏ.ଏସ ଆମ୍ବୁଲାନ୍ସ(୧୦୮)ବିକ୍ରୀକୁ ନେଇ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।ଆଶାୟୀ ମଇ ମାସ ୧୦ ତାରିଖ ଭିତରେ ବିଡ ଆବେଦନ କରିପାରିବେ॥

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes