ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି। ଗତ ୧୮ ମାସରେ ୪୨୮ଟି ନୂଆ ଆମ୍ବୁଲାନ୍ସ ଦେଇଛନ୍ତି ରାଜ୍ୟ ସରକାର, ମାତ୍ର ୩୦ ମିନିଟ୍ରେ ୧୦୮ ଆମ୍ବୁଲାନ୍ସ ପହଂଚିବାର ନିୟମ ରହିଛି। ସମୟକୁ ଆହୁରି କମାଇବାକୁ ଚେଷ୍ଟା ହେଉଛି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।