ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ପ୍ରବଚନ ଦେଉଥିବା ଭଣ୍ଡ ପ୍ରବଚକ ଗିରଫ

ଭରତପୁର ଥାନା ଖଣ୍ଡଗିରି ବାରି ଲୁଟ୍‌ ଘଟଣାରେ ଗିରଫ କରିଛି ପୁଲିସ। ଯୁବକ ଜଣକ କଟକର ହୋଇଥିବା ବେଳେ ୟୁଟ୍ୟୁବ୍‌ ଚ୍ୟାନେଲରେ ଦେଉଥିଲେ ପ୍ରବଚନ।

୨ ଶହ ଗ୍ରାମ୍‌ ସୁନା, ୧ ଲକ୍ଷ କ୍ୟାସ୍‌, ବାଇକ୍‌, ଲୁହା ରଡ୍‌ ଜବତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes