ହ୍ୟୁମାନ ସାଗରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କପ୍ତିପଦା ବ୍ଲକ ନୁଦଡିହା ଠାରେ ମା ତାରିଣୀଙ୍କ ବାର୍ଷିକ ଉତ୍ସବ ଉପଲକ୍ଷେ ଆଜି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦୁଇ ଦିନ ଧରି ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ଜାରିରହିଛି ।

ଆଜି ସନ୍ଧ୍ୟା ରେ ଓଲିଉଡ କଳାକାର ହ୍ୟୁମାନ ସାଗରଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ବ୍ଲକ ଅଧକ୍ଷ କାନହୁ ଚରଣ ସରେନ, ଜିଲାପରିଷଦ ସିରୁ ସରେନ ମଞ୍ଚରେ ଉପରେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । କମିଟିର ମୁଖ୍ୟ ନକୁଳ ଜେନା ମଞ୍ଚ ପରିଚାଳନା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes