ହ୍ୟୁଜ୍ ଇଣ୍ଡିଆ ଆପ୍‌ରେ ଟଙ୍କା ଠକେଇ ଘଟଣାରେ ଆପକୁ ଚଳାଉଥିବା ଓଡ଼ିଶା ମୁଖ୍ୟ ଗିରଫ

ବାଦାମବାଡ଼ିରେ ରହୁଥିବା ଓଡ଼ିଶା ମୁଖ୍ୟ ପାର୍ଥ ସାରଥୀ ଦାସଙ୍କୁ ଗିରଫ କଲା କଟକ ସାଇବର ଥାନା ପୋଲିସ। ପାର୍ଥଙ୍କ ନିକଟରୁ ୩ଲକ୍ଷ ୬୭ ହଜାର ଟଙ୍କା ଜବତ କରିଛି। ୪ ବର୍ଷ ହେବ ହ୍ୟୁଜ୍ ଇଣ୍ଡିଆ ସହ ଜଡିତ ଥିଲା ପାର୍ଥ। ହ୍ୟୁଜ୍ ଆପ୍‌ ଦ୍ଵାରା ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ କୋଟି କୋଟି ଟଙ୍କା ଠକେଇ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes