ହ୍ବାଟ୍ସଆପ୍‌ରେ ସମର ଲର୍ଣ୍ଣିଂ: ଓସେପା

ଏଥର ଖରା ଛୁଟିରେ ପିଲାଙ୍କୁ ହ୍ବାଟ୍ସଆପ୍‌ରେ ସମର ଲର୍ଣ୍ଣିଂ ବ୍ୟବସ୍ଥା କରାଯିବ। ବାପା ମାଆଙ୍କ ହ୍ୱାଟ୍ସଆପ୍‌ ଜରିଆରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ।

ଶିଶୁବାଟିକାରୁ ଅଷ୍ଟମ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ବ୍ୟବସ୍ଥା ନେଇ ଓସେପା ଚିଠି କରିଛି।ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଆସନ୍ତା ୨୫ ସୁଦ୍ଧା ହ୍ବାଟ୍ସଆପ ଗ୍ରୁପ୍‌ ପାଇଁ ଚିଠି ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes