ହୋଲିରେ ଭୁବନେଶ୍ବରରେ ନଜର ରଖିବ ସ୍ପେଶାଲ ସ୍କ୍ୱାର୍ଡ ଓ ଟିମ୍-୬୦

ହୋଲି ସମୟରେ ପୁଲିସ ୩୧ଟି ସ୍ଥାନରେ ପିକେଟିଂ କରିବ ଏବଂ ୧୭ଟି ମୋବାଇଲ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି।

କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଫୋର୍ସ ରହିବେ। ୪ ଜଣ ଏଡିସିପି ସୁପରଭାଇଜ କରିବେ। ହୋଲି ପାଇଁ ନଦୀ ପଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହା ସହ ୪ଟି ସ୍ଥାନରେ ଷ୍ଟାଇକିଂ ଫୋର୍ସ ମୁତୟନ ହେବେ। ସକାଳ ୭ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ହୋଲି ଖେଳ ହେବ ବୋଲି ଡିସିପି କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version