ହୋମ ଗାର୍ଡ ଦେଲେ ରକ୍ତ

କେନ୍ଦୁଝର ର ମହିଳା ହୋମ ଗାର୍ଡ ତଥା କ୍ରୀଡାବିତ୍ ମୁଣ୍ଡା ଆଜି ରକ୍ତ ଦାନ ଭଳି ମହତ କାମ କରି ରକ୍ତ ଦେଇଛନ୍ତି। ଝୁଂପରାର ସୂର୍ଯ୍ୟମଣି ମହାନ୍ତ ନାମକ ଜଣେ ରୋଗୀଙ୍କ ରକ୍ତ ର ଜରୁରୀ ଆବଶ୍ୟକ ପଡ଼ିବାରୁ ସେ ସ୍ୱେଚ୍ଛା କୃତ ଭାବେ ରକ୍ତ ଦେଇଛନ୍ତି। ସେ ଆଗରୁ ବହୁ ଅସହାୟ ଲୋକଙ୍କୁ ରକ୍ତ ଦେଇ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version