ହୋମଗାର୍ଡ, ସିଭିଲ ଡିଫେନ୍ସରେ ଓଡ଼ିଶାର ୪ ଜଣଙ୍କୁ ରାଷ୍ଟ୍ରପତି ପଦକ

ଆଗ୍ନିକ ହେମନ୍ତ ସେଠୀ ପାଇବେ ରାଷ୍ଟ୍ରପତି ସାହସିକତା ପଦକ ଏବଂ ହୋମଗାର୍ଡ ସୀମାଞ୍ଚଳ ନାୟକ, ଗାୟତ୍ରୀ ସିଂହ ପାଇବେ ବିଶିଷ୍ଟ ସେବା ପଦକ।

ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ନୃସିଂହ ମହାପାତ୍ର ମଧ୍ୟ ପାଇବେ ପଦକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes