ହୋଟେଲ୍‌ରୁ ମିଳିଲା ପ୍ରେମିକର ମୃତଦେହ; ପ୍ରେମିକା ଫେରାର୍

ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୋଖରୀପୁଟରେ ଥିବା ଏକ ହୋଟେଲ୍‌ରୁ ମିଳିଲା ମୃତଦେହ। ମୃତ ଯୁବକ ପୁରୁଣା ଭୁବନେଶ୍ୱରର। ସେ ୬ ମାସ ହେଲା ଲିଭ୍ ଇନ୍‌ରେ ରହୁଥିଲେ। ବିଳମ୍ବିତ ରାତିରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲା ପୋଲିସ। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes