ହେମଗିରିରେ 24 ଘଣ୍ଟାରେ 200.4 ମିମି ବର୍ଷା

ଗତ 24 ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାର ହେମଗିରିରେ 200.4, ରାଜଗାଙ୍ଗପୁରରେ 167.4, ସୁନ୍ଦରଗଡ଼ରେ 163.4, ଟାଙ୍ଗରପାଲିରେ 160.4, ଲେଫ୍ରିପଡାରେ 156.4, ମନ୍ଦିରାଡ୍ୟାମରେ 113 ମିଲିମିଟର ବର୍ଷା ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes