ହେପାଜତରେ ବ୍ୟକ୍ତିର ମୃତ୍ୟୁ ପରେ ରେଞ୍ଜର ଅଟକ

କଟକ ଆଠଗଡ଼ ବଡ଼ମ୍ବା ରେଞ୍ଜରଙ୍କ ସମେତ ୭ ଜଣ ଥାନାରେ ଅଟକ ଅଛନ୍ତି।

ରେଞ୍ଜରଙ୍କ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ପରେ ଅଟକ ରହିଥିବା ସୂଚନା ମିଳିଛି। ମୃତକ ଖୁଣ୍ଟକଟା ସାତଗୋଛିଆ ଗାଁର। ଗତକାଲି ହାତୀ ଶିକାର ଓ ଦାନ୍ତ କାଟିବା ଅଭିଯୋଗରେ ବନ କର୍ମଚାରୀ ଉଠାଇ ନେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version