ହେତୁବାଦୀ ପ୍ରତାପ ରଥଙ୍କୁ ଲିଗାଲ ନୋଟିସ କଲେ ଆଇନଜୀବୀ

ସୂର୍ଯ୍ୟ ପରାଗରେ ପରମ୍ପରା ବିରୋଧୀ ମନ୍ତବ୍ୟ ଅଭିଯୋଗ ପ୍ରସଙ୍ଗରେ ହେତୁବାଦୀ ପ୍ରତାପ ରଥଙ୍କୁ ଲିଗାଲ ନୋଟିସ କରିଛନ୍ତି ହାଇକୋର୍ଟ ଆଇନଜୀବୀ ସନ୍ଦିପନ ମିଶ୍ର।

ଆଇନଗତ କାର୍ଯ୍ୟାନୁଷ୍ଠାନ କାହିଁକି ନ ନିଆଯିବ ସେନେଇ ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ କହିଛନ୍ତି। ହିନ୍ଦୁ ଧର୍ମକୁ ଅସମ୍ମାନ କଲା ଭଳି ଗଣମାଧ୍ୟମରେ ସୂର୍ଯ୍ୟପରାଗକୁ ନେଇ ତଥ୍ୟ ରଖିଥିବାରୁ ନୋଟିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes