ହୀରାବେନଙ୍କ ବିୟୋଗରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ

ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ଙ୍କ ବିୟୋଗରେ ଟ୍ବିଟ କରି ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେ କହିଛନ୍ତି, ହୀରାବେନଙ୍କ ବିୟୋଗରେ ମୁଁ ଦୁଃଖିତ। ଏଭଳି ସ୍ଥିତିରେ ତାଙ୍କର ପରିବାରକୁ ଭଗବାନ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ, ଏହାହିଁ ମୋର ଭଗବାନଙ୍କ ନିକଟରେ କାମନା ଓମ୍ ଶାନ୍ତି। ରାଜ୍ୟପାଳ ମଧ୍ୟ ହୀରାବେନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes