ହୀରାଖଣ୍ଡ, ସମଲେଶ୍ୱରୀ ଏବଂ ଜଗଦଲପୁର ଏକ୍ସପ୍ରେସ ଲକ୍ଷ୍ମୀପୁରରେ ରହିବ

ନିକଟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋରାପୁଟ ଗସ୍ତରେ ଆସିଥିବା ଅବସରରେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଭୁବନେଶ୍ୱର-ଜଗଦଲପୁର -ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ, ହାଓଡା -ଜଗଦଲପୁର -ହାଓଡା ସମଲେଶ୍ୱରୀ ଏକ୍ସପ୍ରେସ ଏବଂ ରାଉରକେଲା – ଜଗଦଲପୁର -ରାଉରକେଲା ଏକ୍ସପ୍ରେସ ଲକ୍ଷ୍ମୀପୁର ରୋଡ଼ରେ ଷ୍ଟପେଜ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes