ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍‌ ବନ୍ଦ

ହୀରାକୁଦ ଡ୍ୟାମର ଜଳସ୍ତର କମିଥିବାରୁ ଆଉ ୨ଟି ଗେଟ୍‌ ବନ୍ଦ କରାଯାଇଛି।

ଏବେ ୪ଟି ଗେଟ୍‌ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଜାରି ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes