ହୀରାକୁଦ ଡ୍ୟାମରେ ନିଖୋଜ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର

ଗତକାଲି ଅପରାହ୍ନରେ ସମ୍ବଲପୁରରେ ହୀରାକୁଦ ଜଳଭଣ୍ଡାରରେ ବୁଡ଼ିଯାଇଥିବା ଏମସିଏଲର ଦୁଇ ଜଣ ଅଧିକାରୀଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି l
ଉଦଦ୍ଧାର ହୋଇଥିବା ମୃତଦେହ ନିଖୋଜ ମ୍ୟାନେଜର ଅଭିଷେକ କୁମାରଙ୍କର ବୋଲି ପୁଲିସ ଚିହ୍ନଟ କରିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes