ହୀରାକୁଦ ଡ୍ୟାମରେ ଜଳ ସ୍ତର 626 ଫୁଟ ଟପିଲା

ଆଜି ମଧ୍ୟାହ୍ନ 12 ଟା ବେଳେ ହୀରାକୁଦ ଡ୍ୟାମରେ ଜଳସ୍ତର 626.08 ଫୁଟ ରହିଥିବା ଜଣାପଡିଛି l ଡ୍ୟାମରେ ସେକେଣ୍ଡକୁ 7 ଲକ୍ଷ 88 ହଜାର 652 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 26 ଟି ଗେଟ ଦେଇ 4 ଲକ୍ଷ 45 ହଜାର 589 ଘନଫୁଟ ଜଳ ନିଷ୍କାସିତ ହେଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes