ହୀରାକୁଦ ଡ୍ୟାମରେ ଜଳ ସ୍ତର 624.69 ଫୁଟକୁ ହ୍ରାସ

ଆଜି ସକାଳ 9 ଟାରେ ହୀରାକୁଦ ଡ୍ୟାମରେ ଜଳସ୍ତର 624.69 ଫୁଟକୁ ହ୍ରାସ ପାଇଥିବା ବେଳେ ଜଳଭଣ୍ଡାରକୁ ସେକେଣ୍ଡରେ 4 ଲକ୍ଷ 40 ହଜାର 120 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 40 ଟି ଗେଟ ଦେଇ 6 ଲକ୍ଷ 74 ହଜାର 868 ଘନଫୁଟ ଜଳ ନିଷ୍କାସିତ ହେଉଛି l
ମୁଣ୍ଡଳୀରେ ଏବେ 10 ଲକ୍ଷ 10 ହଜାର 525 ଘନଫୁଟ ଜଳ ପ୍ରବାହିତ ହେଉଥିବା ବେଳେ ଖଇରମାଳରେ 8 ଲକ୍ଷ 50 ହଜାର ଏବଂ ବରମୂଳରେ 8 ଲକ୍ଷ 88 ହଜାର ଘନଫୁଟ ଜଳ ପ୍ରବାହିତ ହେଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes