ହୀରାକୁଦ ଡ୍ୟାମରେ ଜଳସ୍ତର 620.73 ଫୁଟକୁ ବୃଦ୍ଧି

ଆଜି ମଧ୍ୟାହ୍ନ 12 ଟା ସୁଦ୍ଧା ହୀରାକୁଦ ଡ୍ୟାମରେ ଜଳସ୍ତର 620.73 ଫୁଟକୁ ବୃଦ୍ଧି ପାଇଛି l ଡ୍ୟାମକୁ ଏବେ ସେକେଣ୍ଡ ପିଛା 9 ଲକ୍ଷ 7 ହଜାର 931 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ଡ୍ୟାମର 34 ଟି ଗେଟ ଦେଇ ସେକେଣ୍ଡକୁ 5 ଲକ୍ଷ 71 ହଜାର 15 ଘନଫୁଟ ଜଳ ନିଷ୍କାସନ ହେଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes