ହୀରାକୁଦ ଡ୍ୟାମରେ ଆଉ 4 ଗେଟ ଖୋଲିଲା, ମୋଟ 34

ହୀରାକୁଦ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବାରୁ ଆଜି ସନ୍ଧ୍ୟାରେ ଆଉ 4 ଟି ଗେଟ ଖୋଲାଯାଇଛି l ଏବେ ମୋଟ 34 ଟି ଗେଟ ବନ୍ୟା ଜଳ ନିଷ୍କାସନ ହେଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes