ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ ବନ୍ଦ ହେଲା July 31, 2022 by Rameswar mahakur ହୀରାକୁଦ ଡ୍ୟାମରେ ବନ୍ୟାଜଳ ନିଷ୍କାସନ ପାଇଁ ଖୋଲା ଯାଇଥିବା ଦୁଇଟି ଯାକ ଗେଟ ଆଜି ବନ୍ଦ କରି ଦିଆଯାଇଛି l