ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ବନ୍ଦ

ଖୋଲାଥିବା ୨୮ ଗେଟ୍‌ରୁ ଆଉ ୪ଟି ବନ୍ଦ କରିଛନ୍ତି ଜଳଭଣ୍ଡାର କର୍ତ୍ତୃପକ୍ଷ।

ଏବେ ୨୪ ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes