ହୀରାକୁଦରେ ଦୁଇଟି ଗେଟ ଦେଇ ନିଷ୍କାସିତ ହେଉଛି ଜଳ

ଗତକାଲି ସନ୍ଧ୍ୟାରେ ହୀରାକୁଦ ଜଲଭଣ୍ଡାରର ଦୁଇଟି ଗେଟ ବନ୍ଦ କରିବା ପରେ କେବଳ ଦୁଇଟି ଗେଟରେ ନିଷ୍କାସିତ ହେଉଛି ଜଳ l

ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି l ଏବେ ଜଳଭଣ୍ଡାରର ଜଳ ସ୍ତର 608.35ରେ ପହଞ୍ଚିଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version