ଆଜି ରାତି 8 ଟା ସୁଦ୍ଧା ହୀରାକୁଦରେ ଜଳସ୍ତର 625.95 ଫୁଟ ଥିବା ବେଳେ ସେକେଣ୍ଡକୁ 5 ଲକ୍ଷ 36 ହଜାର 761 ଘନଫୁଟ ଜଳ ପ୍ରବେଶ କରୁଛି ଏବଂ 40 ଟି ଗେଟ ଦେଇ 6 ଲକ୍ଷ 76 ହଜାର 528 ଘନଫୁଟ ଜଳ ନିଷ୍କାସିତ ହେଉଛି l
ମୁଣ୍ଡଳିରେ 10 ଲକ୍ଷ 41 ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ବରମୂଳରେ 8 ଲକ୍ଷ 27 ହଜାର ଏବଂ ଖଇରମାଳରେ 9 ଲକ୍ଷ 30 ହଜାର ଘନଫୁଟ ଜଳ ପ୍ରବାହିତ ହେଉଛି l