ମହାନଦୀର ତଳମୁଣ୍ଡରେ ବନ୍ୟା ସ୍ଥିତି ହୋଇଥିବାରୁ ତୁରନ୍ତ ହୀରାକୁଦ ଡ୍ୟାମରେ ଖୋଲା ଥିବା 34 ଟି ଗେଟରୁ ଆଠଟି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l
ଅପରପକ୍ଷରେ ଭୁବନେଶ୍ୱରରେ ମୁଖ୍ୟ ଶାସନ ସଚିବ ଓ ଏସଆରସି ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି l
Credible Local News of Odisha