ହୀରାକୁଦରେ ଆଉ ପାଞ୍ଚ ଗେଟ ଖୋଲିଲା, ପୁଣି ନଅ ଖୋଲିବ

ହୀରାକୁଦରେ 26 ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିବା ବେଳେ ଆଜି ଅପରାହ୍ନରେ ଡ୍ୟାମ ଜଳସ୍ତରକୁ ଦୃଷ୍ଟିରେ ରଖି ଆଉ ପାଞ୍ଚଟି ଗେଟ ଖୋଲାଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି l
ପର୍ଯ୍ୟାୟକ୍ରମେ ଆଉ ନଅଟି ଗେଟ ସମେତ ମୋଟ 40ଟି ଗେଟ ଖୋଲିବାକୁ ଆଜି ନିଷ୍ପତ୍ତି କରାଯାଇଥିବା କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes