ହିଞ୍ଜିଳି ଖରିଡ଼ା ମର୍ଡର; ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ମୋ ନିର୍ବାଚନ ମଣ୍ଡଳୀରେ ବୀଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି, ନ୍ୟାୟ ପାଇଁ ଧାରଣା ଦେଇଥିବା ମହିଳାଙ୍କୁ ହତ୍ୟା କରାଯାଇଛି। ୩ ବର୍ଷର ଝିଅ ସାମ୍ନାରେ ମା’କୁ ହତ୍ୟା କରାଯାଇଛି, ଆପଣ ବ୍ୟକ୍ତିଗତ ହସ୍ତକ୍ଷେପ କରି ଦୋଷୀକୁ ଦଣ୍ଡବିଧାନ ବ୍ୟବସ୍ଥା କରନ୍ତୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes