ହାତୀ ମୃତ୍ୟୁ ରୋକିବା ପାଇଁ ରେଳ ଓ ବନ ବିଭାଗ ସମନ୍ଵୟ ବୈଠକ ଅନୁଷ୍ଠିତ

କେନ୍ଦୁଝର ଡିଏଫଓଙ୍କ ଅଫିସ ପରିସରରେ ଆଜି ବନ ଓ ରେଳ ବିଭାଗର ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି।

ଏହି ବୈଠକ କେନ୍ଦୁଝର ଡିଏଫଓ ଧନରାଜ ଏଚ. ଡି. ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଛି। ବିଶେଷ କରି ରେଳ ଦୁର୍ଘଟଣାରେ ହାତୀ ମୃତ୍ୟୁ ରୋକିବା ପାଇଁ ଏଭଳି ବୈଠକ ଆୟୋଜନ ହୋଇଥିବା ବେଳେ ଏଥିରେ ଖୋର୍ଦ୍ଧା ଓ ଚକ୍ରଧରପୁର ଡିଭିଜନର ବରିଷ୍ଠ ରେଳବାଇ ବିଭାଗର ଅଧିକାରୀ ଉପସ୍ଥିତ ରହି ଦୁର୍ଘଟଣା ରୋକିବା ବିଷୟରେ ଆଲୋଚନା ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version