ହାତୀ ମୃତ୍ୟୁ ମାମଲାରେ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ

ହାତୀ ମୃତ୍ୟୁ ଓ ହାତୀଙ୍କ ସୁରକ୍ଷା ନେଇ ଆଗତ ଏକ ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ଜବାବ ତଲବ କରିଛନ୍ତି l ଆସାମରେ ହାତୀଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପକୁ ଅନୁସରଣ କରିବାକୁ ନିବେଦନ କରି କୋର୍ଟରେ ଏହି ପିଟିସନ ଆଗତ ହୋଇଛି l

ଆସନ୍ତା 25 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes