ହାତୀ ମୃତ୍ୟୁ ଘଟଣାରେ ରେଳବାଇ ଡିଆରଏମ ଓ ରେଞ୍ଜରଙ୍କୁ ନୋଟିସ

କେନ୍ଦୁଝର ଜିଲ୍ଳାର ଯୋଡ଼ା ବନଖଣ୍ଡ ଅଞ୍ଚଳରେ ଟ୍ରେନ ଧକ୍କାରେ ତିନୋଟି ହାତୀଙ୍କ ମୃତ୍ୟୁ ହେବା ଘଟଣାରେ ରେଳବାଇର ଚକ୍ରଧରପୁର ଡିଆରଏମ ଓ ବନବିଭାଗର ଚମ୍ପୁଆ ରେଞ୍ଜରଙ୍କୁ ନୋଟିସ ଜାରି କରାଯାଇଥିବା ଆଜି କହିଛନ୍ତି କେନ୍ଦୁଝର ଡ଼ିଏଫଓ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes